Mangal Arati Darshan: ରଥାରୂଢ ଶ୍ରୀଜୀଉଙ୍କ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ଆଳତୀ

Narmada Behera Tue, 16 Jul 2024-10:28 am,

Mangal Arati Darshan: ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର। ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି  ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ହେବ। ଆଜି ସକାଳ ସମୟରେ ରଥାରୂଢ ଶ୍ରୀ ଜୀଉମାନଙ୍କ ରଥ ଉପରେ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ମଙ୍ଗଳ ଆଳତୀ ହୋଇଛି । ଦେଖନ୍ତୁ ଏହି ଭକ୍ତିମୟ ଭିଡ଼ିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link