Mana Mishra Video: ବିବାହକୁ ନେଇ ଏମିତି ଏକ ଭିଡିଓ ସେୟାର କଲେ ମନୋଜ ମିଶ୍ରଙ୍କ ପ୍ରଥମ ପତ୍ନୀ

Rashmita Sahoo Sat, 21 Sep 2024-1:26 pm,

Mana Mishra Video: ସ୍ୱାମୀ ମନୋଜ ମିଶ୍ରଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ମାନା ମିଶ୍ର ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିଜ ଜୀବନ ସହ ଜଡ଼ିତ ଅନେକ ଭିଡିଓ ଓ ମେସେଜ୍ ସେୟାର କରୁଛନ୍ତି । ତେବେ ଗତ ଦୁଇଦିନ ତଳେ ସେ ରିୟାଲିଟି ସୋ ସତ୍ୟମେବ ଜୟତେ ର ଏକ କ୍ଲିପ୍ ଫେସବୁକ ରେ ସେୟାର କରିଛନ୍ତି । ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଏ ଭିଡିଓରେ ଦର୍ଶାଯାଇଛି ଯେ, ଜଣେ ଝିଅ ଯେତେବେଳେ ବିବାହ କରିକି ଯାଏ ତା ପରେ ତା ଶାଶୂ ଘରେ ତା ସହ କେମିତି ବ୍ୟବହାର କରାଯାଏ। ଗୋଟେ ଝିଅ ନିଜ ବାପା ମାଙ୍କୁ ସବୁ କଥା ଲୁଚେଇ କେତେ ସବୁ ସହିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link