Anubhav Meera Video: ଅନୁଭବଙ୍କୁ ନିଜ ହାତରେ କୋଲଡ୍ରିଙ୍କ ପିଆଇଲେ ମୀରା ପରିଡ଼ା, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ରଶ୍ମିତା ସାହୁ Fri, 15 Sep 2023-7:22 pm,

ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏକାସାଥୀରେ ଗୋଟିଏ ଟେବୁଲରେ ବସିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ସମାଜସେବୀ ମୀରା ପରିଡା । ତେବେ ଏତିକି ବେଳେ ଅନୁଭବ କିଛି କହୁଥିବା ବେଳେ ତାଙ୍କୁ ଏକ କୋଲଡ୍ରିଙ୍କ ଗ୍ଲାସ ପିଆଇ ଦେଇଥିଲେ ମୀରା । ଆଉ ଅତି ଖୁସିରେ ଏହାକୁ ଗ୍ରହଣ କରିଥିଲେ ଅନୁଭବ । ଏହି ଭିଡିଓଟି ସୋସିଆଲ ମିଡିଆରେ ସେୟାର ବେଳେ ମୀରା ପରିଡା ଲେଖିଛନ୍ତି ହାସଟ୍ୟାଗ ଭାଇ ଭଉଣୀ। ଆପଣ ବି ଥରେ ଏ ଭିଡିଓ ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link