Viral Video: ଟ୍ରେନରେ ମୋବାଇଲ୍ ଫୋନ୍ ବ୍ୟବହାର ପଡିଲା ଭାରି, ଝରକା ପଟରୁ ଏପରି ମୋବାଇଲ ଛଡାଇ ନେଲା ଚୋର!

Jagdish Barik Wed, 02 Oct 2024-8:29 pm,

Mobile Snatching Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ରାତିର ସମୟର ଅଟେ। ଭିଡିଓଟି ଏକ ରେଳ ଷ୍ଟେସନର। ଏହି ସମୟରେ ଟ୍ରେନରେ ଦୁଇ ଝିଅ ନିଜ ସିଟ୍ ରେ ବସିଥିବାର ନଜର ଆସିଛନ୍ତି। ଜଣେ ଝିଅ ଠିକ୍ ଝରକା ପାଖରେ ବସିଛି। ଏହି ସମୟରେ ଜଣେ ବ୍ୟକ୍ତି ଝରକା ବାହାରୁ ହାତ ପୂରାଇ ଝିଅଠାରୁ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରେ। ଏହି ପୂରା ଘଟଣା ଏକ କ୍ୟାମେରାରେ କଏଦ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସାଧାରଣ ଯାତ୍ରାରେ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link