Video: ପଡିଆରେ ଖେଳୁଥିବା ପିଲାଙ୍କୁ ଆକ୍ରମଣ କଲା ମାଙ୍କଡ, ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 17 Sep 2024-4:40 pm,

Video: ସୋସିଆଲ ମିଡିଆରେ ଏହି ଦୃଶ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି । କିଛି ପିଲା ଏକ ପଡିଆରେ ଖେଳୁଥିବା ସମୟରେ ହଠାତ୍ ଏକ ମାଙ୍କଡ ପ୍ରବେଶ କରିଥିଲା ପଡିଆ ମଧ୍ୟକୁ । କେହି କିଛି ବୁଝିବା ପୂର୍ବରୁ ମାଙ୍କଡ ପିଲାମାନଙ୍କ ପାଖକୁ ଦୌଡି ଆସିଥିଲା । ମାଙ୍କଡକୁ ଦେଖି ପିଲାମାନେ ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲେ ମଧ୍ୟ କିଛି ପିଲା ମାଙ୍କଡ ଆକ୍ରମଣର ଶିକାର ହୋଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link