Monkey Saved Cat Video: ନିଜ ଜୀବନକୁ ବିପଦରେ ପକାଇ ବିଲେଇକୁ ବଞ୍ଚାଇଲା ମାଙ୍କଡ଼; ସୋସିଆଲ ମିଡିଆରେ ହେଉଛି ଭାଇରଲ ଭିଡିଓ

Jagdish Barik Mon, 17 Apr 2023-8:29 pm,

Monkey Saved Cat Video: ଏହି ଭିଡିଓକୁ @TansuYegen ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆରେ ୬ ଲକ୍ଷରୁ ଅଧିକଥର ଦେଖା ଯାଇସାରିଲାଣି । ଏହି ଭିଡିଓରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି - ବହୁତ ଚମତ୍କାର ଭିଡିଓ । ଆପଣ ଦେଖନ୍ତୁ ବିଲେଇକୁ ବଞ୍ଚାଇବାର ମାଙ୍କଡ଼ର ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link