Viral Video: ନିଜ ଏକ ବର୍ଷର ଶିଶୁ ସହ ଏକ ଚମତ୍କାର ଶାସ୍ତ୍ରୀୟ ନୃତ୍ୟ କଲେ ଜଣେ ମା`, ସମେସ୍ତ କରୁଛନ୍ତି ପ୍ରଶଂସା, ଦେଖନ୍ତୁ ଭିଡିଓ

Fri, 15 Dec 2023-5:04 pm,

Dance Video: ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମା' ନିଜର ଏକ ବର୍ଷର ପିଲାକୁ ଶାସ୍ତ୍ରୀୟ ନୃତ୍ୟ ଶିଖାଉଛି । ମାଆର ସ୍ୱର ଶୁଣି ପିଲାଟି ମଧ୍ୟ ତାଙ୍କ ମାଆଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରୁଛି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ୟୁଜର ସେୟାର କରିଛନ୍ତି । ଏହି ଭିଡିଓକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link