MS Dhoni Viral Video: ଲଭ୍ ଗୁରୁ ସାଜିଲେ ଧୋନି, ଯୁବ ପିଢ଼ିଙ୍କୁ ଦେଲେ ଏହି ଗୁରୁ ଜ୍ଞାନ, ଦେଖନ୍ତୁ ଭିଡିଓ

Jagdish Barik Sun, 29 Oct 2023-4:45 pm,

MS Dhoni Viral Video on relationships: ଟିମ୍ ଇଣ୍ଡିଆ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ହାସ୍ୟ ଅଭିନେତା ତନ୍ମୟ ଭଟ୍ଟ ଓ ଶରଣ ହେଗଡେଙ୍କ ସହ ଏକ ପ୍ୟାନେଲ ଆଲୋଚନାରେ ସେ ରିଲେସନସିପ୍ ଉପରେ ଯୁବ ପିଢ଼ିଙ୍କୁ ଏକ ପରାମର୍ଶ ଦେଇଥିଲେ। ଭାଇରାଲ୍ ଭିଡିଓରେ ଧୋନି କହୁଥିବାର ଶୁଣିବାକୁ ମିଳେ - "ୟେ ମତ୍ ସୋଚନା ମେରି ୱାଲି ଅଲଗ୍ ହେ" । ଧୋନିଙ୍କ ଭିଡିଓରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସୁଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link