Mukesh Kumar wedding: `ଲଲିପପ୍ ଲାଗେ ଲୁ ...`ଗୀତରେ ନିଜ କନିଆଁ ସହ ଏପରି ନାଚିଲେ କ୍ରିକେଟର ମୁକେଶ କୁମାର, ଭିଡିଓ ଭାଇରାଲ
Cricketer Mukesh Kumar Wedding Video: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୁକେଶ କୁମାର ତାଙ୍କ ପତ୍ନୀଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ବିବାହ ପୂର୍ବରୁ ହଲଦୀ ସମାରୋହର ଅଟେ । ଏଠାରେ ଦଖନ୍ତୁ ଭିଡିଓ-