Video: ଗିରିଜା ଶଙ୍କରଙ୍କ ନୂଆ ରିଲ୍ସ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 17 Nov 2023-2:01 pm,

Video: ନିଜର ନିଆରା ଅନ୍ଦାଜ କମେଡି ମାଧ୍ୟମରେ ସାରା ଓଡ଼ିଶାରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ହାସ୍ୟ ଅଭିନେତା ତଥା ୟୁଟୁବର ଗିରିଜା ଶଙ୍କର ପଣ୍ଡା । ଲକ୍ ଡାଉନ ସମୟରେ ୟୁଟୁବ ମାଧ୍ୟମରେ ଲୋକଙ୍କ ନିକଟରେ କାକା ନାମରେ ପରିଚିତ ହୋଇଥିବା ଗିରିଜା ବର୍ତ୍ତମାନ ମାହାଲ ମାଣ୍ଡା ମାଧ୍ୟମରେ ବେଶ୍ ପରିଚୟ ହାସଲ କରିଛନ୍ତି । ତାଙ୍କ ଅଭିନୟ ଦେଖି ଦର୍ଶକେ ଖୁବ୍ ପ୍ରଶଂସା କରୁଥିବା ସମୟରେ ଅନେକ ମଞ୍ଚରେ ଅତିଥି ଭାବରେ ଯୋଗ ଦେଉଛନ୍ତି ଗିରିଜା । ଏହି ଭିଡିଓଟିରେ ଦେଖିବାକୁ ମିଳିଛି ଗିରିଜା ଜଣେ ମାଛ ବ୍ୟବସାୟୀ ବେଶ ଧାରଣ କରି ରିଲ୍ସ ପ୍ରସ୍ତୁତ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link