Nisha Maharana: ଓଲିଉଡ ଇଣ୍ଡଷ୍ଟ୍ରିର ଭିତିରି କଥା କହିଦେଲେ ନିଶା! କହିଲେ ଆମ ଯାତ୍ରା ଇଣ୍ଡଷ୍ଟ୍ରୀ...

ରଶ୍ମିତା ସାହୁ Tue, 07 Nov 2023-12:55 pm,

ଥମିବାର ନାଁ ନେଉନି ଓଲିଉଡ କଳି । ଦୁଇଟି ଫିଲ୍ମକୁ ନେଇ କଳି ଲାଗୁଥିବା ବେଳେ ଏଥିରେ ଏଣ୍ଟ୍ରି ମାରିଛନ୍ତି ନିଶା ମହାରଣା । ଓଲିଉଡ କଳିକୁ ବହୁତ ଗାଳି ଗୁଲଜ କରିବା ସହ ଯାତ୍ରା ଇଣ୍ଡଷ୍ଟ୍ରିକୁ ସବୁଠୁ ଭଲ ଇଣ୍ଡଷ୍ଟ୍ରି ବୋଲି କହିଛନ୍ତି ନିଶା ମହାରଣା । ଏହାସହ ରୋଗ ହୋଇଥିଲେ ମେଡିସିନ୍ ଖାଅ ତାଟିଆ କାମୁଡନି ବୋଲି ଇସାରା କରି କହିଛନ୍ତି ନିଶା ମହାରଣା । ସେ କହିଛନ୍ତି ଯେ, ଓଲିଉଡ ଇଣ୍ଡଷ୍ଟ୍ରିରେ କଣ ଚାଲିଛି ତାହା ସମସ୍ତଙ୍କୁ ଜଣା । ତେଣୁ ସାଢେ ୪ କୋଟି ଓଡ଼ିଆ ଙ୍କ ନିଜ ଇଜ୍ଜତ ସାରନି ବୋଲି ନୀତିବାଣୀ ଦେଇଛନ୍ତି ନିଶା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link