Nisha Maharana Video: ରାସ୍ତାକଡ଼ରେ ଶୋଇଛନ୍ତି ନିଶା ମହାରଣା, ଭିଡିଓ ହେଲା ଭାଇରାଲ

Rashmita Sahoo Tue, 24 Sep 2024-4:13 pm,

Nisha Maharana Video: ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନଶୈଳୀକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ଯାତ୍ରା ଡ୍ୟାନ୍ସର ନିଶା ମହାରଣା । ଅନେକ ସମୟରେ ଯାତ୍ରା ଷ୍ଟେଜରେ ନିଜର ବୋଲ୍ଡ ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏ ଭିଡିଓ ନିଶା ମହାରଣା ରାସ୍ତା କଡରେ ଶୋଇଥିବା ଦେଖିବାକୁ ମିଳୁଛି। ହାତରେ ସିଗାରେଟ୍ ମଧ୍ୟ ରହିଛି। ତେବେ ୟେ ସତରେ ନିଶା ମହାରଣା ନା ତାଙ୍କ ପରି ଦେଖିବାକୁ ଆଉ କିଏ ସେ ନେଇ କିଛି ସ୍ପଷ୍ଟତା ମିଳିନି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link