Shocking News: ସବୁଠୁ ମହଙ୍ଗା ବାହାଘର, କନ୍ୟାଦାନରେ ଏକ କୋଟି କ୍ୟାସ...ଫରଚୁନର ସହ ୧.୨୫ କେଜିର ସୁନା

Fri, 16 Feb 2024-2:52 pm,

Shocking News: ଦିଲ୍ଲୀ-ଏନସିଆର ଇଲାହବାନ୍ସ ଅଞ୍ଚଳରେ ଘଟିଥିବା ରାଜକୀୟ ବିବାହ ଏବେ ଖୁବ ଚର୍ଚ୍ଚାରେ ରହିଛି । ହାଇ ପ୍ରୋଫାଇଲ୍ ବିବାହରେ ବରକୁ ମର୍ସିଡିଜ୍ ଏବଂ ଫର୍ଚୁନର୍ କାର୍ ଠାରୁ ଆରମ୍ଭ କରି ୧.୨୫ କିଲୋଗ୍ରାମ ସୁନା, ୭ କିଲୋଗ୍ରାମ ରୂପା ଠାରୁ ପ୍ରାୟ ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଯୌତୁକ ଦିଆଯାଇଛି। ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ, ବରର ପାର୍ଶ୍ୱରୁ ଲୋକମାନେ ଯୌତୁକ ଦିଆଯାଉଥିବା ଜିନିଷଗୁଡ଼ିକ ବିଷୟରେ ସୂଚନା ଦେଉଥିବାର ଦେଖାଯାଉଛି। ଫେବୃଆରୀ ୧୪ ରେ ଅନୁଷ୍ଠିତ ବିବାହରେ କନ୍ୟା ପକ୍ଷ ଲୋକ ଗ୍ରେଟର ନୋଏଡା ସାଉଥ ର ହୋଇଥିବାବେଳେ ବର ଇଲାହବାନ୍ସ ଅଞ୍ଚଳର ବାସିନ୍ଦା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link