Punjab Crime Video: ସ୍ତ୍ରୀ ଓ ଛୁଆ ଆଗରେ NRI ସ୍ୱାମୀକୁ ନିର୍ମମ ହତ୍ୟା, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

Rashmita Sahoo Sun, 25 Aug 2024-1:39 pm,

Punjab Crime Video: ଅମୃତସରରେ ଏନଆରଆଇ ସୁଖଚେନ ସିଂହଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ପାରସ୍ପରିକ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଅତିରିକ୍ତ ଡିସିପି ହରପାଲ ସିଂହଙ୍କ କହିବାନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟା ବେଳେ ଦୁର୍ବୃତ୍ତମାନେ ଏକ ବାଇକ୍ ରେ ଆସି ସିଂହଙ୍କ ବିଳାସପୂର୍ଣ୍ଣ କାର୍ ର ରେଜିଷ୍ଟ୍ରେସନ କାଗଜପତ୍ର ପଚାରି ବୁଝିବା ବାହାନାରେ ତାଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ୩ଟି ଗୁଳି ଚଳାଇଥିଲେ, ସେଥିମଧ୍ୟରୁ ୨ଟି ସୁଖଚେନ୍ ସିଂହଙ୍କୁ ଲାଗିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link