Manoj Mishra Video: ମୁଁ ଭବ୍ୟାର ମା`କହିଥିଲେ ମମତା ନନ୍ଦ, ହେଲେ କାହିଁକି ବର୍ଷିଲେ ଅଭିନେତା ମନୋଜ ମିଶ୍ର

Rashmita Sahoo Sun, 06 Oct 2024-7:52 pm,

Manoj Mishra Video: ଓଲିଉଡ ଦୁନିଆର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ମନୋଜ ମିଶ୍ର । କେବଳ ଓଡିଆ ଫିଲ୍ମ ନୁହେଁ ବରଂ ଅନେକ ଇଣ୍ଡଷ୍ଟ୍ରିରେ ସେ କାମ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛିଦିନ ତଳେ ସେ ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିବା ପରେ ସୋସିଆଲ ମିଡିଆରେ ଅନେକ ତର୍କ ବିତର୍କ ଶୁଣିବାକୁ ମିଳିଥିଲା । ହେଲେ ମନୋଜ ମିଶ୍ର ଏବେ କିଛି ୟୁଟ୍ୟୁବ ଚ୍ୟାନେଲ ଉପରେ ବର୍ଷିଛନ୍ତି। ରାଜ୍ୟରେ ଅନେକ ପ୍ରସଙ୍ଗ ଅଛି ହେଲେ ମୋ ବିବାହ କୁ ନେଇ ଏତେ ଇସ୍ୟୁ କଣ ପାଇଁ ବୋଲି କହି ବର୍ଷିଛନ୍ତି ମନୋଜ ମିଶ୍ର। ପୂରା ଭିଡିଓ ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link