Archita Sahu New Video: ହ୍ୱିଲ ଚେୟାରରେ ବସି ଡ୍ୟାନ୍ସ କଲେ ଅଭିନେତ୍ରୀ ଅର୍ଚ୍ଚିତା, ଭିଡିଓ ଭାଇରାଲ

Rashmita Sahoo Jan 28, 2025, 20:29 PM IST

Archita Sahu New Video: ହ୍ୱିଲ ଚେୟାରରେ ବସି ଡ୍ୟାନ୍ସ କଲେ ଅଭିନେତ୍ରୀ ଅର୍ଚ୍ଚିତା, ଭିଡିଓ ଭାଇରାଲ । ଓଲିଉଡ ଜଗତର ସବୁଠୁ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଭାବେ ଅର୍ଚ୍ଚିତା ଜଣାଶୁଣା। ଦୀର୍ଘଦିନ ହେଲା ରୂପେଲି ପରଦାରୁ ଦୂରେଇ ରହିଛନ୍ତି ସତ ହେଲେ ରିୟାଲିଟି ସୋରେ ନଜର ଆସିଛନ୍ତି ଅଭିନେତ୍ରୀ । ତେବେ ସାଧାରଣତନ୍ତ୍ର ଦିବସ ର ଏକ ଡ୍ୟାନ୍ସ ଭିଡିଓ ଅର୍ଚ୍ଚିତା ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୀତ ର ତାଳେ ତାଳେ ଡ୍ୟାନ୍ସ କରିଛନ୍ତି ସତ ହେଲେ ହ୍ୱିଲ ଚେୟାରରେ ବସିଛନ୍ତି। ତେବେ ଏହି ସିନ୍ ଟି ତାଙ୍କ ଗୀତ ର ଏକ ଆଧାର ବୋଲି କୁହାଯାଉଛି। ତେବେ ଅର୍ଚ୍ଚିତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହେବା ଦରକାର ନାହିଁ କାରଣ ଅଭିନେତ୍ରୀ ଅର୍ଚ୍ଚିତା ସୁସ୍ଥ ଅଛନ୍ତି। Also See Video: Elina Samantray New Video: ବ୍ୟାକଷ୍ଟେଜ ରୁ ଭାଇରାଲ ହେଲା ଓଲିଉଡ ଅଭିନେତ୍ରୀ ଏଲିନାଙ୍କ ଭିଡିଓ Also See Video: Prakruti Mishra Video: ସାଙ୍ଗ ବାହାଘରରେ ଯାଇ ଏମିତି କିଛି କରିଦେଲେ ପ୍ରକୃତି ମିଶ୍ର, ଘୁରି ବୁଲୁଛି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link