Archita Sahu Song: ଅର୍ଚ୍ଚିତାଙ୍କ ସ୍ୱପ୍ନରେ ଆସି କିଏ କରୁଛି ଆନମନା, ଭିଡିଓ ସେୟାର କରି କହିଲେ ଅଭିନେତ୍ରୀ

ରଶ୍ମିତା ସାହୁ Tue, 12 Sep 2023-3:35 pm,

ଏଇ କିଛିଦିନ ହେଲା ଓଲିଉଡ ଦୁନିଆରୁ ଦୂରେଇ ରହିଛନ୍ତି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ତେବେ ସୋସିଆଲ ମିଡିଆ ଦୁନିଆରୁ ନିଜକୁ ଦୂରେଇ ରଖିପାରନ୍ତିନି ଅଭିନେତ୍ରୀ । ଏକ ରିଲ୍ସ କିଛି ସମୟ ପୂର୍ବରୁ ସେୟାର କରିଛନ୍ତି ଅଭିନେତ୍ରୀ । ନୀଳ ନୟନା ଗୀତରେ ନିଜର କ୍ୟୁଟ ଏକ୍ସପ୍ରେସନ ଦେଉଥିବା ବେଳେ ଫ୍ୟାନ୍ସ ମାନେ ବି ଭିଡିଓକୁ ଲାଇକ୍ କରିବା ସହ କମେଣ୍ଟସ ଦେଇଛନ୍ତି। ହେଲେ ନିଜ କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି 'ନୀଳ ନୟନା ତ ନୁହେଁ ହେଲେ ମୁଁ ସେଇ'

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link