Video: ଶାଢୀ ପିନ୍ଧି କମାଲ୍ କଲେ ଦୁଇ ଅଭିନେତ୍ରୀ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 13 Oct 2023-3:04 pm,

Video: ରିଲ୍ସ ବନାଇବା ନିଶା କେବଳ ସାଧାରଣରେ ବ୍ୟାପିଛି ତାହା ନୁହେଁ ସେଲିବ୍ରେଟିମାନେ ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି । କେବଳ ପରଦାରେ ନୁହେଁ ବରଂ ସୋସିଆଲ ମିଡିଆରେ ଅନ୍ୟର ମନକୁ ଜିତିବାର କଳା ରଖିଛନ୍ତି ଓଡ଼ିଆ ଅଭିନେତ୍ରୀମାନେ । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ ସେହି ରିଲ୍ସ ଗୁଡିକୁ ପସନ୍ଦ କରିବା ସହିତ ଲାଇକ୍ ଓ କମେଣ୍ଟ କରିଥାନ୍ତି । ଛୋଟ ପରଦାର ଜଣାଶୁଣା ଚେହେରା ଦେବୀକା ଅରୁନ୍ଧତୀ ଓ ସ୍ମୁତିରେଖା ରଣାଙ୍କ ଏକ ରିଲ୍ସ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link