Video: ଆଖି ବନ୍ଧୁକରେ ଗୁଳି ମାରିଲେ କୁକିଜ୍, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 26 Oct 2023-4:59 pm,

Video: ଓଲିଉଡ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ଭିଡିଓ ଭେଟି ଦେଉଛନ୍ତି ସଙ୍ଗୀତପ୍ରେମୀଙ୍କୁ । ଏଥିସହିତ ଆଗକୁ କୁକିଜଙ୍କର ଏକ ନୂଆ ସିନେମା ମଧ୍ୟ ଆସିବାକୁ ଯାଉଛି । ତେବେ କେବଳ ମ୍ୟୁଜିକ ଭିଡିଓ କିମ୍ୱା ସିନେମା ନୁହେଁ ବରଂ ସୋସିଆଲ ମିଡିଆରେ ଛୋଟ ଛୋଟ ଭିଡିଓ ତଥା ରିଲ୍ସ ବନାଇ ନିଜ ଫ୍ୟାନ୍ସଙ୍କର ମନ ଜିଣୁଛନ୍ତି କୁକିଜ୍ । ପୂର୍ବରୁ ଅନେକ ଭିଡିଓ ଆପଣଙ୍କୁ ଆମେ ଦେଖାଇଛୁ ସେହିପରି ବର୍ତ୍ତମାନ ଆଉ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link