Pratisodh Trailer: ରିଲିଜ ହେଲା `ପ୍ରତିଶୋଧ` ଟ୍ରେଲର, ଏଲିନାଙ୍କ ଆକ୍ଟିଂକୁ ଫ୍ୟାନ୍ସଙ୍କ ପ୍ରଂଶସା

ରଶ୍ମିତା ସାହୁ Sun, 10 Sep 2023-12:45 pm,

ଜୀ ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଦମଦାର ଅଭିନୀତ ତଥା ସାଇ ମଙ୍ଗରାଜଙ୍କ ନିର୍ଦ୍ଦେଶିତ "ପ୍ରତିଶୋଧ" ଟ୍ରେଲର ରିଲିଜ ହୋଇଛି। ତେବେ ଏହି ଗଣେଶ ପୂଜାରେ ମୁକ୍ତିଲାଭ କରିବ ଫିଲ୍ମ ପ୍ରତିଶୋଧ, ଏଥିରେ ଏଲିନାଙ୍କୁ ଏକ ଦମଦାର କ୍ୟାରେକ୍ଟରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏହି ଫିଲ୍ମର ଗୀତରେ କଣ୍ଠଦାନ- ଗୌରବ ଆନନ୍ଦ କରିଥିବା ବେଳେ ଗୀତ-ସୂର୍ଯ୍ୟ ମହାପାତ୍ର ଓ ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ଼ଲି ରଥ। ତେବେ ଏଲିନାଙ୍କ ଦମଦାର ଆକ୍ସନ ଦେଖି ଫ୍ୟାନ୍ସ ମାନେ ତାଜୁବ ହୋଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link