Elina Samantray Viral Video: ଷ୍ଟନିଂ ଲୁକ୍ ରେ ନଜର ଆସିଲେ ଅଭିନେତ୍ରୀ ଏଲିନା, ଦେଖନ୍ତୁ ଭିଡିଓ

Narmada Behera Tue, 24 Sep 2024-1:18 pm,

Elina Samantray Viral Video: ଅଭିନେତ୍ରୀ ଏଲିନା ସାମନ୍ତରାୟ। ନିଜର ଦମଦାର ଅଭିନୟ ଓ ସୁନ୍ଦର ଚେହେରା ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। 'ଇସ୍କ ତୁହି ତୁ' ରୁ କ୍ୟାରିୟର ଆରମ୍ଭ କରିଥିବା ଏଲିନା ଓଲଉଡ଼ର ଜଣେ ଆଗ ଧାଢିର ଅଭିନେତ୍ରୀ। ତେବେ, ଏହାରି ଭିତରେ ଏଲିନାଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇଲାଲ୍ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link