Viral video: ରାତି ଅଧରେ ରାସ୍ତା ଉପରେ ଏମିତି କିଛି କଲେ ଅଭିନେତ୍ରୀ ଜୟା ବିଶ୍ବାସ , ଭିଡିଓ ଭାଇରାଲ୍
Narmada Behera Wed, 23 Oct 2024-1:18 pm,
Viral video: ଓଡିଆ ଅଭିନେତ୍ରୀ ତଥା କୋରିଓଗ୍ରାଫର ଜୟା ବିଶ୍ବାସ। ଅଭିନେତ୍ରୀ ଜଣକ ନିଜ ଡାନ୍ସ ପାଇଁ ବେଶ୍ ଜଣାଶୁଣା। କେତେକ ଫିଲ୍ମ ଓ ସିରିୟଲରେ ମଧ୍ୟ ଜୟା କାମ କରିଛନ୍ତି। ଆଉ ଏବେ କେତେକ ରିୟଲିଟି ସୋ ରେ ଜଜ୍ ଭାବେ ନଜର ଆସୁଛନ୍ତି। ତେବେ, ଜୟାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଅଭିନେତ୍ରୀ ଜଣକ ରାତିରେ ରାସ୍ତା ଉପରେ କଣ କରୁଛନ୍ତି।...