Nikita Mishra: ବିବାହ କଲେ ଅଭିନେତ୍ରୀ ନିକିତା ମିଶ୍ର ଓ ଅମନ, ଭିଡିଓ ହେଇଛି ଭାଇରାଲ

Rashmita Sahoo Mon, 28 Oct 2024-8:52 pm,

ବିବାହ କଲେ କି ଅଭିନେତ୍ରୀ ନିକିତା ମିଶ୍ର ଓ ଅମନ । ଆଜ୍ଞା ହଁ ଏମିତି କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଓଡ଼ିଆ ସିରିଏଲ ଦୁନିଆର ସବୁଠୁ ଚର୍ଚ୍ଚିତ ଯୋଡ଼ି ତଥା ଆପଣଙ୍କ ପ୍ରିୟ ଝିଲ୍ଲି ଓ ଅମନ ବିବାହ ବନ୍ଧନରେ ବାନ୍ଧିହୋଇଥିବାର ଦେଖିବାକୁ ମିଳିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ଏହି ବିବାହ ସତସତିକା ନା ମିଛ ତାହା ଜଣାପଡିନି । କାରଣ କୁହାଯାଉଛି କିଛି ନୂଆ ସିରିଏଲ କିମ୍ବା ଆଲବମ ତୁ ହବୁଲୋ କନିଆ ମୋରର କିଛି ଟା କ୍ଲିପ ହୋଇଥାଇପାରେ। ତେବେ ଏହି ବିବାହ ଭିଡିଓକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link