Actress Lipi Dance: `ଏ ମୋର୍ ବେଲରେ ବେଲ` ସମ୍ବଲପୁରୀ ଗୀତରେ ଜମାଣିଆ ନାଚ ନାଚିଲେ ଅଭିନେତ୍ରୀ ଲିପି

ରଶ୍ମିତା ସାହୁ Thu, 28 Sep 2023-2:12 pm,

ଅଭିନେତ୍ରୀ ଲିପି ମହାପାତ୍ର ଓଡ଼ିଶାର ଘରେ ଘରେ ପରିଚିତ । ଏବେ ଜୀ ସାର୍ଥକ ନମ୍ବର ୱାନ ରିୟାଲିଟି ସୋ ଦିଦି ନମ୍ବର ୱାନରେ ହୋଷ୍ଟ କରୁଥିବା ଲିପିଙ୍କୁ ବିଭିନ୍ନ ସମୟରେ ସୋସିଆଲ ପେଜରେ ଆକ୍ଟିଭ ଥିବାର ଦେଖାଯାଏ । ତେବେ ଏଇ କିଛି ଦିନ ତଳେ ଅଭିନେତ୍ରୀ ଲିପି ଏକ ଭିଡିଓ ଅପଲୋଡ କରିଛନ୍ତି । ଭିଡିଓରେ ସମ୍ବଲପୁରୀର ଟ୍ରେଣ୍ଡିଂ ଗୀତ 'ଏ ମୋର୍ ବେଲରେ ବେଲ' ବାଜୁଥିବା ବେଳେ ସମ୍ବଲପୁରୀ ଶାଢୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଅଭିନେତ୍ରୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link