)
Bidusmita Viral Video: ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ଏକାଧିକ ଫିଲ୍ମ ଓ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳେ। ସେ ମଧ୍ୟ ଜଣେ ଆଗଧାଢିର ବିଜେପି ନେତ୍ରୀ। ତାଙ୍କର ଆଇଟମ୍ ଡାନ୍ସ ଲୋକଙ୍କୁ ଦିଓ୍ବାନା କରେ। ତେବେ, ଏହାରି ଭିତରେ ବିଦୁସ୍ମିତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ସ୍କୁଲ ଭିତରେ ପଶିକି କଣ କରୁଛନ୍ତି ଅଭିନେତ୍ରୀ। ତେବେ, ଦେଖନ୍ତୁ ଏହି ସୁନ୍ଦର ଭିଡିଓଟିକୁ...