Actress Lipi Dance: ତେଲୁଗୁ ଗୀତରେ ତେଲୁଗୁ ଷ୍ଟାଇଲରେ ନାଚି ମନ କିଣିଲେ ଲିପି

ରଶ୍ମିତା ସାହୁ Fri, 15 Sep 2023-12:01 pm,

ଲିପି ମହାପାତ୍ର ଓଡ଼ିଆ ଟେଲିଭିଜନ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ । ପୂର୍ବପରି ଓଡ଼ିଆ ସିନେମା ଓ ଆଲବମରେ ଯାଦୁ ଦେଖାଇଥିବା ଅଭିନେତ୍ରୀ ଲିପି ଏବେ ଆଲବମ ସିନା କରୁନାହାଁନ୍ତି ବରଂ କିଛି ରିୟାଲିଟି ସୋ ଓ ଅନେକ ସିରିୟଲରେ ନଜର ଆସୁଛନ୍ତି । ଏଇ ନିକଟରେ ନିଜ ସୋସିଆଲ ଆକାଉଣ୍ଟରେ ଲିପି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଏକ ତେଲୁଗୁ ଗୀତ ବାଜୁଛି ସତ ହେଲେ ଅଭିନେତ୍ରୀ ଲିପି ଏହାକୁ ପ୍ରାଞ୍ଜଳ ଭାବେ ଗାଇବା ସହ ଏକ ସୁନ୍ଦର ଡ୍ୟାନ୍ସର ଭିଡିଓ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link