lipi Mohapatra Video: ଅଭିନେତ୍ରୀ ଲିପି ଏମିତି କଲେ ମାଆଙ୍କ ଆରାଧନା, ଦେଖନ୍ତୁ ଭିଡିଓ

Narmada Behera Sat, 12 Oct 2024-1:02 pm,

lipi Mohapatra Video: ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର। ଏକାଧିକ ଓଡିଆ ଆଲବମ୍ ଓ ସିରିୟଲରେ କାମ କରିଛନ୍ତି। ଆଉ ଏବେ କେତେକ ରିୟଲିଟି ଶୋ ରେ ମଧ୍ୟ  ଜଜ ଭାବରେ ନଜର ଆସୁଛନ୍ତି। ଦିଦି ନମ୍ବର -୧ ରିୟଲିଟି ଶୋରେ ତାଙ୍କର ଦମଦାର୍ ଉପସ୍ଥାପନା ଦର୍ଶକଙ୍କ ମନ କିଣେ। ତେବେ, ଏହାରି ଭିତରେ ଲିପିଙ୍କର ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ... ଦୁର୍ଗା ପୂଜା ମଣ୍ତପରେ କଣ କରୁଛନ୍ତି ଅଭିନେତ୍ରୀ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link