ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ, ଦେଖନ୍ତୁ...

Narmada Behera Thu, 24 Oct 2024-9:43 am,

lipi Mohapatra Video: ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର। ନିଜ ଡାନ୍ସ ହେଉ କି ଉପସ୍ଥାନା କ୍ଷେତ୍ରରେ ଲୋକଙ୍କ ମନ କିଣିଛନ୍ତି। ଏକାଧିକ ଆଲବମ୍ ରେ ଲିପିଙ୍କୁ ଦେଖିବାକୁ ମିଳେ। ଏହାସହ ଦିଦି ନମ୍ବର ଓ୍ବାନ୍ ର ଉପସ୍ଥାପିକା ଭାବେ ନଜର ଆସୁଛନ୍ତି।  ତାଙ୍କର ଉପସ୍ଥାପନାର ଶୈଳୀ ଲୋକଙ୍କ ମନ କିଣେ। ତେବେ, ଏହାରି ଭିତରେ ଲିପିଙ୍କ ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link