Lipi Mohapatra Viral Video: କାହା ପ୍ରେମରେ ହୃଦୟ ହାରିଦେଲେ ଅଭିନେତ୍ରୀ ଲିପି, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

Narmada Behera Tue, 17 Sep 2024-2:25 pm,

  Lipi Mohapatra Viral Video: ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର। ଦମଦାର ଅଭିନୟ ଓ ଡାନ୍ସ ଦର୍ଶକଙ୍କ ମନ କିଣେ।  ଓଡ଼ିଆ ଆଲବମ୍ ର ଜଣାଶୁଣା ଚେହେରା ଲିପି।  ଏବେ ମଧ୍ୟ ଅଭିନେତ୍ରୀଙ୍କୁ କେତେକ ରିୟଲିଟି ସୋ-ରେ ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ସେ ଖୁବ୍ ଆକ୍ଟିଭି । ତେବେ, ଏହାରି ଭିତରେ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link