ପୁଣି ଥରେ `ଦିଦି ନମ୍ବର-୧` ବ୍ୟାକ୍ ଷ୍ଟେଜ୍ ରୁ ଭାଇରାଲ୍ ହେଲା ଅଭିନେତ୍ରୀ ଲିପିଙ୍କ ଭିଡିଓ?

Narmada Behera Sat, 28 Sep 2024-2:18 pm,

lipi Mohapatra Video: ଓଡି଼ଆ ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର । ଦମଦାର ଅଭିନୟ ଓ ଡାନ୍ସ ପାଇଁ ବେଶ୍ ସେ ଖୁବ୍ ଜଣାଶୁଣା। ଏକାଧିକ ଆଲବମ୍ ସହ ରିୟଲିଟି ସୋ-ରେ ତାଙ୍କୁ ଦେଖିବାକୁ ମିଳେ। ଏହାସହ ଦିଦି ନମ୍ବର ଓ୍ବାନ୍ ର ଉପସ୍ଥାପିକା ଭାବେ ନଜର ଆସୁଛନ୍ତି। ତେବେ, ଏହାର ଭିତରେ ଅଭିନେତ୍ରୀଙ୍କ ଆଉ ଏକ ଭିଡିଓ ଖୁବଜୋରେ ଭାଇରାଲ୍ ହେଉଛି। ତାହା ପୁଣି ଦିଦି ନମ୍ବନର -୧ ବ୍ୟାକ୍ ଷ୍ଟଜ୍ ରୁ ଦେଖନ୍ତୁ....  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link