Lipi Yellow Outfit: ହଳଦିଆ ଶାଢୀ ପିନ୍ଧି ଷ୍ଟନିଂ ଲୁକ୍ ରେ ନଜର ଆସିଲେ ଲିପି, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Mon, 06 Nov 2023-6:22 pm,

ଅଭିନେତ୍ରୀ ଲିପି ମହାପାତ୍ର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରହିଥାନ୍ତି । ପ୍ରତିଦିନ ନିଜ ଜୀବନଶୈଳିର ଭିଡିଓ ସେୟାର କରିବା ସହ ଦିଦି ନମ୍ବର ୱାନ ସେଟରୁ ଡ୍ୟାନ୍ସ ରିଲ୍ସ ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତି ଅଭିନେତ୍ରୀ । ତେବେ ଏକ ହଳଦିଆ ଶାଢୀ ପିନ୍ଧି ସେ ଏକ ସୁନ୍ଦର ରିଲ୍ସ ସେୟାର କରିଛନ୍ତି ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ଫଲୋଅର୍ସ । ଆପଣ ବି ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link