Prakruti Mishra: ବେଙ୍ଗାଲୁରୁରେ ଥିବା ଓଡ଼ିଆଙ୍କ ପାଇଁ ପ୍ରକୃତି ମିଶ୍ରଙ୍କ ଏହି ଖାସ୍ ମେସେଜ୍

Fri, 21 Jun 2024-6:52 pm,

ରଜରେ ପରଦାକୁ ଫେରିଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଫିଲ୍ମ 'କୁହୁଡି' ସହ ସେ ନଜର ଆସି ଥିବା ବେଳେ ପହିଲି ରଜ ଅର୍ଥାତ୍ ଜୁନ ୧୪ରେ ମୁକ୍ତିଲାଭ କରିଥିଲା ଫିଲ୍ମ । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ଫିଲ୍ମର ପୁରା ଟିମ । ତେବେ ଏହି ଫିଲ୍ମଟି ନିଆରା ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମଟି ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁଛି। ତେବେ ଫିଲ୍ମରେ ଅଭିନୟ କରିଥିବା ପ୍ରକୃତି ମିଶ୍ର ଫିଲକୁ ନେଇ ବେଙ୍ଗାଲୁରୁବାସୀଙ୍କୁ ଏକ ସୁନ୍ଦର ମେସେଜ ଦେଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link