Prakruti Mishra Video: ସାଙ୍ଗ ବାହାଘରରେ ଯାଇ ଏମିତି କିଛି କରିଦେଲେ ପ୍ରକୃତି ମିଶ୍ର, ଘୁରି ବୁଲୁଛି ଭିଡିଓ

Rashmita Sahoo Jan 28, 2025, 18:41 PM IST

Prakruti Mishra Video: ସାଙ୍ଗ ବାହାଘରରେ ଯାଇ ଏମିତି କିଛି କରିଦେଲେ ପ୍ରକୃତି ମିଶ୍ର, ଘୁରି ବୁଲୁଛି ଭିଡିଓ । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କିଏ ବା ନଜାଣେ। ଜଣେ ଦକ୍ଷ ଅଭିନେତ୍ରୀ ସହ ଗାୟିକା ମଧ୍ୟ ଅଟନ୍ତି ପ୍ରକୃତି ମିଶ୍ର । ତେବେ କିଛି ଦିନ ପୂର୍ବର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏକ ରେଡ ଡ୍ରେସରେ ନଜର ଆସିଛନ୍ତି ଓ ଷ୍ଟେଜ୍ ରେ ଗୀତ ଗାଇଛନ୍ତି । ତେବେ ଏହା ତାଙ୍କ ସାଙ୍ଗବାହା ଘରର ଭିଡିଓ ବୋଲି ସେ କ୍ୟାପସନ ଲେଖିଛନ୍ତି । ତେବେ ତାଙ୍କ କଣ୍ଠରୁ ଗୀତ ଶୁଣି ଖୁବ ଏନଜୟ କରିଛନ୍ତି ସମସ୍ତେ। Also Read: Valentine's Day 2025: ଭାଲେଣ୍ଟାଇନ୍ସ ଡେରେ ଘଟୁଛି ଦୁର୍ଲଭ ସଂଯୋଗ, ଏହିସବୁ ରାଶିର ଫିଟିବ ଭାଗ୍ୟ Also Read: Kaalchakra 2025: ଶୁକ୍ର-ଶନି ସଂଯୋଗ ଦେବ ଶୁଭ ନା ଅଶୁଭ ଫଳ, ଜାଣନ୍ତୁ କାଳଚକ୍ର ସମୟ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link