Romyanjali: କାହା ପାଇଁ ଚାନ୍ଦ ପୂଜା କଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭିଡିଓ ହେଉଛି ଭାଇରାଲ
Prabhudatta Moharana Thu, 17 Oct 2024-10:55 am,
ଓଡ଼ିଆ ଅଭିନେତ୍ରୀ ରୋମ୍ୟାଞ୍ଜଳୀଙ୍କର ଚାନ୍ଦ ପୂଜା ସମୟ ଭିଡିଓ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି। ରୋମ୍ୟାଞ୍ଜଳି ଆଲବମ ଜଗତରେ ନିଜର ନିଖୁଣ ଅଭିନୟ ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି।