Varsha Priyadarshini: କାହାକୁ ଧରି କାନ୍ଦିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...ଭାଇରାଲ ହେଲା ଭିଡିଓ

Rashmita Sahoo Fri, 27 Sep 2024-7:52 pm,

Varsha Priyadarshini: ଓଲିଉଡର କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ। ନିଜ ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣା ଓ ଚର୍ଚ୍ଚାକୁ ନେଇ କେବେ ମୁହଁ ଖୋଲିନଥିବା ଅଭିନେତ୍ରୀ ନିଜ ବୃତ୍ତିଗତ ଜୀବନରେ ସବୁବେଳେ ଆକ୍ଟିଭ ରହିଥାନ୍ତି। କିଛି ମାସ ତଳେ ରିଲିଜ ହୋଇଥିବା ବସ୍ ଫିଲ୍ମ ପରେ ଏବେ ପୁଣି ନିଜ ଆଗାମୀ ଚଳଚ୍ଚିତ୍ର ୱାଇଫ୍ କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ । ତେବେ କିଛି ଘଣ୍ଟା ପୂର୍ବରୁ ଅଭିନେତ୍ରୀ ଜଣକ ଏହି ଫିଲ୍ମର ସୁଟିଂ ସେଟ୍ ଭିଡିଓ ସେୟାର କରିଛନ୍ତି। ଆପଣ ବି ଦେଖନ୍ତୁ Video

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link