Varsha Priyadarshini: ଯାଉ ଯାଉ ରାସ୍ତା କଡ଼ରେ ଅଟକିଗଲେ ଅଭିନେତ୍ରୀ ବର୍ଷା, ଭିଡିଓ ଭାଇରାଲ

Rashmita Sahoo Sat, 07 Sep 2024-3:39 pm,

Varsha Priyadarshini: କେବଳ ଫିଲ୍ମ ନୁହେଁ ନିଜ ବ୍ୟକ୍ତିଗତ ଜୀବନରେ ବି ବେଶ୍ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଓଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେବା ପରେ ଏବେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି ଅଭିନେତ୍ରୀ ବର୍ଷା। ଏମିତି ଅନେକ ଭିଡିଓ ସେ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ବେଶ ପ୍ରଂଶସା କରୁଛନ୍ତି ତାଙ୍କ ଫ୍ୟାନ୍ସ। କାରଣ ଅଭିନେତ୍ରୀ ବାଟରେ ଘାଟରେ ଗରିବ, ଗୁରୁବାଙ୍କ କଥା ବୁଝନ୍ତି । ଏହି ଭିଡିଓରେ ବି ଅଭିନେତ୍ରୀ ଜଣକ ରାସ୍ତାକଡ଼ରେ ତଳେ ବସି ଜଣ ଗରିବ ବୃଦ୍ଧାଙ୍କ ଦୁଃଖକଷ୍ଟ ବୁଝିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link