Sanu Monu Comedy: କାହିଁକି ଗଲ୍ ଗଲ୍ ସଲ୍ ସଲ୍ ଗୀତ ଖାଇଲା ଷ୍ଟ୍ରାଇକ୍, ଗୁମର ଖୋଲିଲେ ସାନୁମୋନୁ
Sanu Monu Comedy: ଓଡ଼ିଆ ୟୁଟ୍ୟୁବର କମେଡିଆନ ସାନୁମୋନୁ ନିଜର ରିୟଲ କଣ୍ଟେଣ୍ଟ କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ତେବେ କିଛି ଦିନ ତଳେ ରାଜ୍ୟରେ ଭାଇରାଲ ହୋଇଥିବା ଟ୍ରେଣ୍ଡିଂ ସଙ୍ଗ ବିଲସାରା ସାର ପାଣି ଗୀତକୁ ନେଇ ଏକ ନୂଆ କଥା ସେୟାର କରିଛନ୍ତି କମେଡିଆନ ସାନୁମୋନୁ। ଓଡ଼ିଆ ଇନଫ୍ଲୁଏନସର ତପି ଟକ୍ ସୋ ରେ ସାନୁମୋନୁ କହିଛନ୍ତି ଯେ, କାହିଁକି ଏହି ଟ୍ରେଣ୍ଡିଂ ସଙ୍ଗ ବିଲସାରା ସାର ପାଣି ୟୁଟ୍ୟୁବରୁ ହଟାଗଲା। ତେବେ ଏହି ଭିଡିଓ ଗୀତକୁ ନେଇ ସେ, ଆଉ କଣ କହିଛନ୍ତି ଶୁଣନ୍ତୁ...