Actress Jhilli: ଟ୍ରେଣ୍ଡିଂ ସଙ୍ଗ୍ `ମନର ମଇନା`ରେ ଝିଲ୍ଲିଙ୍କ ମାଇଣ୍ଡ ବ୍ଲୋଇଂ ଡ୍ୟାନ୍ସ

ରଶ୍ମିତା ସାହୁ Sun, 24 Sep 2023-8:00 pm,

ଅଭିନେତ୍ରୀ ଝିଲ୍ଲି ଅର୍ଥାତ୍ ନିକିତା ମିଶ୍ର ଏବେ ବେଶ ଚର୍ଚ୍ଚାରେ । ସେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ତାଠୁ ଅଧିକ ନିଜର ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହୁନ୍ତି । ଫ୍ୟାନ୍ସ ମାନେ ତାଙ୍କ ଡ୍ୟାନ୍ସ ଦେଖି ଦିୱାନା ହୁଅନ୍ତି । ତେବେ ଟ୍ରେଣ୍ଡିଂ ସଙ୍ଗ ମନର ମଇନା ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି ନିକିତା ମିଶ୍ର ଓରଫ ଆପଣଙ୍କ ପ୍ରିୟ ଝିଲ୍ଲି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link