Anu Choudhury Viral Video: କାର୍ ଭିତରୁ ଭାଇରାଲ୍ ହେଲା ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Jan 29, 2025, 10:16 AM IST

Anu Choudhury Video Viral: ଓଡିଅ ଅଭିନେତ୍ରୀ ଅନୁ ଚୌଧୁରୀ। ଏକାଧିକ ଓଡି଼ଆ ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତାଙ୍କୁ ରଚନା ବାନାର୍ଜୀଙ୍କ ଡୁପଲିକେଟ୍ ବୋଲି ଅଧିକାଂଶ ଦର୍ଶକ କୁହନ୍ତି। ତେବେ, ଏହାରି ଭିତରେ ଅନୁ ଚୌଧୁରୀଙ୍କ ଏକ ଭିଡିଓ କାର୍ ଭିତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link