Riya Dey Video: ହଟ୍ ଲୁକରେ ନଜର ଆସିଲେ ଅଭିନେତ୍ରୀ ରିୟା ଦେ, Video ଭାଇରାଲ

Rashmita Sahoo Sat, 26 Oct 2024-6:52 pm,

Riya Dey Video: ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି ଅଭିନେତ୍ରୀ ରିୟା ଦେଙ୍କ ଏହି ଭିଡିଓ। ଭାଇରାଲ ତଥା ଟ୍ରେଣ୍ଡିଂ ଗୀତ ହିଲେ ରେ ହିଲେ ଗୀତରେ ଜୋରଦାର ଠୁମକା ଲଗାଇଛନ୍ତି ରିୟା। ତେବେ ଏହି ଅରିଜିନାଲ ଭିଡିଓର ଏକ କ୍ଲିପ୍ ସେ ନିଜ ଇନଷ୍ଟା ପେଜରେ ସେୟାର କରିଛନ୍ତି ଯେଉଁଥିରେ ଏକ ସିଲଭର ରଙ୍ଗର ଗାଉନ ପିନ୍ଧି ଜୋରଦାର ଡ୍ୟାନ୍ସ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link