Mind Game: ତିନୋଟି ଭାଷାରେ ରିଲିଜ ହେବ ସତ ଘଟଣା ଉପରେ ଆଧାରିତ ଫିଲ୍ମ `ମାଇଣ୍ଡ ଗେମ୍`

ରଶ୍ମିତା ସାହୁ Sat, 23 Sep 2023-1:52 pm,

ଆସନ୍ତା ଅକ୍ଟୋବର ମାସରେ ରିଲିଜ ହେବ ଚଳଚ୍ଚିତ୍ର ମାଇଣ୍ଡ ଗେମ |ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ପ୍ରଯୋଜକ ଶ୍ରୀଧର ମାର୍ଥା ଓ ଅଭିନେତା ମନୋଜ ମିଶ୍ର |ଓଡ଼ିଆ ସମ୍ବଲପୁରୀ ତେଲେଗୁ ଓ ହିନ୍ଦୀ ରେ ନିର୍ମାଣ ହୋଇଛି ଚଳଚିତ୍ର ମାଇଣ୍ଡ ଗେମ |ଚାରୋଟି ଭାଷା ରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ର ଟି ସମସ୍ତ ଙ୍କୁ ମନ ମୋହିବ |କାରଣ ଏହା ଏକ ଅନୁସନ୍ଧାନ ମୂଳକ ସିନେମା ବୋଲି ସୂଚନା ପ୍ରଦାନ କରାଯାଇଛି |ସୂଚନା ଥାଉ କି ବହୁ ଚର୍ଚିତ ପାଟଣାଗଡ଼ ପାର୍ସଲ ବମ ବ୍ଲାଷ୍ଟ କୁ ନେଇ ଏହି ଚଳଚ୍ଚିତ୍ର ଟି ନିର୍ମାଣ କରାଯାଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link