Odia Film Pratha: ରିଲିଜ ହେଲା ପ୍ରଥାର ପ୍ରଥମ ଗୀତ, ସ୍ୱରାଜଙ୍କ ଶିବ ତାଣ୍ଡବ ଦେଖି ଫ୍ୟାନ୍ସ କହିଲେ...

ରଶ୍ମିତା ସାହୁ Mon, 04 Sep 2023-12:33 pm,

୧୫ ସେପ୍ଟେମ୍ବରରେ ରିଲିଜ ହେବ ଓଡିଆ ଫିଲ୍ମ ପ୍ରଥା। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଲିଉଡର କ୍ୟୁଟ ହିରୋ ସ୍ୱରାଜ ବାରିକ। ତେବେ ଗତକାଲି ରିଲିଜ ହୋଇଛି ଏହି ପାରମ୍ପରିକ ଫିଲ୍ମ ପ୍ରଥାର ପ୍ରଥମ ଗୀତ । ଏଥିରେ ସ୍ୱରାଜ ଶିବ ତାଣ୍ଡବ କରୁଥିବା ନଜର ଆସିଛନ୍ତି । ତେବେ ଆପଣ ବି ଏହି ଭିଡିଓ ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link