Mind Game: ୪ଟି ଭାଷାରେ ତିଆରି ହୋଇଥିବା ଫିଲ୍ମ `ମାଇଣ୍ଡ ଗେମ`କୁ ନେଇ କଣ କହିଲେ ପ୍ରଯୋଜକ

ରଶ୍ମିତା ସାହୁ Sun, 24 Sep 2023-3:47 pm,

ଭଲ ସିନେମା ତିଆରି କଲେ ସମୟ ଲାଗେ |ତା ସହ କୋଭିଡ ସମୟ କୋର୍ଟ କଚେରୀ ରେ ଚଳଚ୍ଚିତ୍ର ଟି ଛନ୍ଦି ହୋଇ ଅନେକ ସମୟ ଅତିବାହିତ ହୋଇ ଯାଇଛି |ଲୋକେ ମଧ୍ୟ ଅନେକ କଥା କହିଛନ୍ତି ଯେ କଣ ସିନେମା ତିଆରି କରିଛ ଯେ ପାଞ୍ଚ ବର୍ଷ ଲାଗିଗଲା |ଭଲ କଣ୍ଟେଣ୍ଟ ର ସିନେମା ତିଆରି କଲେ ସମୟ ଲାଗେ |ଆସନ୍ତୁ ସମସ୍ତେ ଦେଖନ୍ତୁ ଏଭଳି ଏକ ବିଷୟବସ୍ତୁ ଉପରେ ଚଳଚ୍ଚିତ୍ର ଟି ଗତିଶୀଳ ହେଉଛି ଯେ ଲୋକେ ନିଶ୍ଚୟ ଭିଡି ହୋଇ ହଲ କୁ ଯିବେ |ଏବେ ଓଡ଼ିଶାରେ ସିନେମା ହଲ ସଂଖ୍ୟା କମ ରହିଛି |ସିନେମା ହଲ ତିଆରି ହେଉ ପ୍ରଯୋଜକ ବି ବାହାରିବେ ଓ ଲୋକେ ଆହୁରି ଭଲ ଭଲ ସିନେମା ଦେଖିବାକୁ ପାଇବେ |ସୂଚନା ଥାଉ କି ଅକ୍ଟୋବର ମାସ ରେ ଚାରୋଟି ଭାଷା ରେ ରିଲିଜ ହେବାକୁ ଯାଉ ଥିବା ଚଳଚ୍ଚିତ୍ର ମାଇଣ୍ଡ ଗେମ ନିଶ୍ଚିତ ଦର୍ଶକୀୟ ଆଦୃତ୍ତି ଲାଭ କରିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link