Girl Dance Video: `ମୋତେ କେତେ ସତାଉଛୁ` ଗୀତରେ କୁନି ଝିଅଟି କଲା ଚତ୍ମକାର ଡ୍ୟାନ୍ସ, ଭିଡିଓ ଭାଇରାଲ୍

Jagdish Barik Thu, 02 Nov 2023-10:46 pm,

Girl Dance Video: ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଏକ କୁନି ଝିଅଟି ସମ୍ବଲପୁରୀ ଗୀତ 'ଲାଲ୍ ଟହ ଟହ ଗୋଲପ' ଚତ୍ମକାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link