Jatra Actor Kanha: ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ପରେ ପୁଣି ଥରେ ଚର୍ଚ୍ଚାରେ କଳାକାର କାହ୍ନା

Rashmita Sahoo Thu, 26 Sep 2024-4:52 pm,

Jatra Actor Kanha:ଯାତ୍ରା ଅଭିନେତା କାହ୍ନା ବେଶ ଚର୍ଚ୍ଚାରେ ରହୁନ୍ତି । କିଛିଦିନ ତଳେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଥିବା ଦର୍ଶାଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଆଉ ଏବେ ଏକ ସିନ୍ ରେ ମହିଳାଙ୍କ ଚରିତ୍ର ସଂହାର କରୁଥିବା କୁହାଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ଏହି ଭିଡିଓ ପୋଷ୍ଟ କରିବା ସହ ଏହା ଲେଖିଛନ୍ତି ଯେ, କାହିଁକି ପ୍ରଶାସନ ଏମିତି ଗଣନାଟ୍ୟକୁ ପ୍ରଶ୍ରୟ ଦେଉଛି। ଏ ଅଭିନେତା ପ୍ରଥମେ ଜଗନ୍ନାଥଙ୍କୁ ଅପମାନ କଲେ ହେଲେ ଏହି ଭିଡିଓ ଭାଇରାଲ ପରେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link