Rani Panda: ବ୍ରେକ୍-ଅଫ୍ ପରେ କାହା ପାଇଁ ଏତେ ଖୁସିରେ ଅଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀପଣ୍ତା, ଭିଡିଓ ଭାଇରାଲ୍

Narmada Behera Sat, 19 Oct 2024-11:20 am,

Rani Panda: ଓଡିଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଅଧିକାଂଶ ସମୟ ନିଜ ବିବାଦୀୟ ବୟାନ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଯାତ୍ରା ମଞ୍ଚରେ ରାଣୀଙ୍କ ଅଭିନୟ ଦର୍ଶକଙ୍କ ମନ କିଣେ। ନିକଟରେ ରାଣୀଙ୍କୁ ପ୍ରେମରେ ଧୋକା ମିଳିଥିଲା। ପ୍ରେମିକ ବିକ୍ରମ ଠାରୁ ବ୍ରେକ୍-ଅଫ ହେଲା ପରେ ଭାଙ୍ଗି ପଡିଥିଲେ ରାଣୀ। ତେବେ, ଏହାରି ଭିତରେ ରାଣୀ ପଣ୍ତା ଆଉ ଥରେ ପ୍ରେମରେ ପଡିଛନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ସେ ଏକ ଭିଡିଓ ସୋସିଆଲ୍ -ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ... 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link