Jatra Artist Kanha: ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରି ଅଡୁଆରେ ଏହି ଯାତ୍ରା କଳାକାର, ଥାନାରେ ଲିଖିତ ଅଭିଯୋଗ

Rashmita Sahoo Fri, 20 Sep 2024-8:13 pm,

ଯାତ୍ରା ଅଭିନେତା କାହ୍ନା ସ୍ୱାଇଁଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ ପ୍ରସଙ୍ଗରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯାତ୍ରା ସିଂହବାହିନୀର କଳାକାର କାହ୍ନା ସ୍ୱାଇଁ ଏକ ଯାତ୍ରା ସିନରେ ଜଗନ୍ନାଥଙ୍କୁ ହାତରେ ଧରି କଣ୍ଢେଇ ଭଳି ନେବା ଆଣିବା କରିଥିଲେ । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି। ଯଦି କିଛି ପ୍ରମାଣ ପୋଲିସର ହସ୍ତଗତ ହୁଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link