Dancer Rani Video: ଯାତ୍ରା ଷ୍ଟେଜରେ ଟିପ୍ ଟିପ୍ ବର୍ଷାପାନୀ ଗୀତରେ ନିଆଁ ଲଗାଇଲେ ରାନୀ ପ୍ରିୟଦର୍ଶିନୀ

Rashmita Sahoo Sat, 12 Oct 2024-6:26 pm,

ଯାତ୍ରା ଷ୍ଟେଜରୁ ପୁଣି ଭାଇରାଲ ହେଲେ ରାନୀ ପ୍ରିୟଦର୍ଶିନୀ। ଏବେ ସାରା ରାଜ୍ୟରେ ଅପେରା କ୍ରେଜ୍ । ଲୋକମାନେ ବହି ଠାରୁ ବେଶି ପସନ୍ଦ କରୁଛନ୍ତି ଆଇଟମ୍ ଡ୍ୟାନ୍ସରଙ୍କ ଡ୍ୟାନ୍ସ। ତେବେ ଯାତ୍ରା ଅପେରା ନାଇଟ୍ ମାନେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କୁ ନିମନ୍ତ୍ରଣ କରିଥିଲେ। ଆଉ ଡ୍ୟାନ୍ସର ରାନୀ ନିଜର ଜଲୱା ଦେଖାଇଥିଲେ। ଶାଢୀ ପିନ୍ଧି ପାଣିରେ ଭିଜି ଭିଜି ଦର୍ଶକ ଙ୍କୁ ଖୁବ ଏଣ୍ଟରଟେନ କରାଇଥିଲେ ରାନୀ ଯାହାର ଭିଡିଓ ଭାଇରାଲ ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link