Video: ଜୀଅନ୍ତା ଜିଆ ଖାଉଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 07 Aug 2023-3:44 pm,

Viral Video: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓଟି ଭଦ୍ରକର ବୋଲି କୁହାଯାଉଛି । ଜଣେ ବ୍ୟକ୍ତି ବନ୍ୟା ପାଣି ବ୍ୟାପିଥିବା ସ୍ଥାନରେ ମାଛ ଧରିବା ପାଇଁ ରଖିଥିବା ଜିଆକୁ ପାଟିରେ ଭର୍ତ୍ତି କରୁଛନ୍ତି । ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବାବେଳେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link