Elina Samantray New Video: ବ୍ୟାକଷ୍ଟେଜ ରୁ ଭାଇରାଲ ହେଲା ଓଲିଉଡ ଅଭିନେତ୍ରୀ ଏଲିନାଙ୍କ ଭିଡିଓ
Elina Samantray New Video: ବ୍ୟାକଷ୍ଟେଜ ରୁ ଭାଇରାଲ ହେଲା ଓଲିଉଡ ଅଭିନେତ୍ରୀ ଏଲିନାଙ୍କ ଭିଡିଓ । ଓଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଚୁଲୁବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ । କିଛିମାସ ତଳେ ଇଣ୍ଡୋନେସିଆର ବାଲି ରେ ସିକ୍ରେଟ ମ୍ୟାରେଜ୍ କରିଥିଲେ ଏଲିନା। ଆଉ ଏହା ପରେ ଅନେକ ରିୟାଲିଟି ସୋରେ ନଜର ଆସିଥିବା ବେଳେ ଏବେ ଜୀ ସାର୍ଥକରେ ଚାଲିଥିବା ଡିଓଡି ରେ ଜଜ୍ ଭାବେ ରହିଛନ୍ତି ଏଲିନା । ତେବେ କିଛି ଦିନ ତଳେ ଏକ ବ୍ୟାକ୍ ଷ୍ଟେଜ ରୁ ଏଲିନାଙ୍କ ଏକ ମସ୍ତ ଭିଡିଓ ଭାଇରାଲ ହୋଇଛି।